Odia Love Shayari Quotes for
Hi friends now you are at Odia Love Shayari page. And here find out latest Odia Shayari Photo for life and many more odia quotes like odia motivational odia quotes on life and positive attitude odia inspirational quotes.
Odia Love Shayari
ଭଲ ସାଥିଟିଏ ମିଳିଗଲେ
ଲମ୍ବା ରାସ୍ତା ବି ଛୋଟ ହୋଇଯାଏ ଦୁଇ
ଦିନର ଜୀବନ ବି ଶହ ଶହ ବର୍ଷ ଧରି ଅମର ହୋଇଯାଏ ।
ତୁମ ସହିତ ମୋ ଭଲପାଇବା,
ଗୋଟେ Journey ପରି
ଯାହାର ଆରମ୍ଭ ଅଛି ସତ କିନ୍ତୁ ଶେଷ ନାହିଁ ।

Odia shayari photo
ମଦ ଠାରୁ ମୁଁ ଦୂରେଇ ରହିବି ଦେଇଥୁଲି ଦିନେ କଥା..
ଆଜି ସେ ମଦକୁ ଆଦରି ନେଉଛି ଭୁଲେଇବା
ପାଇଁ ତୁ ଦେଇଥିବା ସବୁ କଥା..
ଗୋଲାପ ଫୁଲକୁ ଭଲ ପାଉଥିଲି, କଥା, ମାଡ,
ଗାଳି ସହିତ ସେହି ପ୍ରେମ ଆଜି ମଉଳି ଯାଇଛି,
ମନର ଶରଧା ନାହିଁ ।

Odia sad shayari
ବିରହ ନିଆଁରେ ଜଳୁଛି ଆଜି ମୁଁ ଛାତିରେ ଛାତିଏ କୋହ,
ଆଜି ମୁଁ ଜାଣିଲି ଏହି ଦୁନିଆରେ
ନିଜର କେବଳ ଲୁହ
ଚୁପ୍ ଅଛି ତ କେବଳ ତୁମ ପାଇଁ,
ତୁମ ଖୁସି ପାଇଁ ନହେଲେ ତୁମେ
ଭାବନି କି ମତେ କଷ୍ଟ ହଉନି ।
ବେଳେବେଳେ ସବୁ ଦୁଃଖ କଷ୍ଟକୁ ଲୁଚେଇ ମୁଁ
ଭଲ ଅଛି ବୋଲି କହିବାକୁ ପଡିଥାଏ କାହିଁକିନା
ଅକୁହା ଦୁଃଖକୁ ବୁଝିବାର ଶକ୍ତି ସମସ୍ତଙ୍କ ପାଖରେ ନଥାଏ ।

Life odia shayari
ଯେମିତି ଶୋଷିଲାକୁ ପାଣିର,
ଆଉ ଭୋକିଲାକୁ ଅନ୍ନର ମୂଲ୍ୟ ଜଣାଥାଏ,
ଠିକ୍ ସେମିତି ଯେଉଁ ମଣିଷ ପାଖରେ ସୁଖ
ନଥାଏ ସେ ହିଁ ସେ ସୁଖର ବର୍ଣ୍ଣନା କରିବା ଜାଣିଥାଏ..ଓ
ଦୁଃଖରେ ଥିଲାବେଳେ ଥରେ ଆଖି ବନ୍ଦ କରି ଦେଖିବ,
ସବୁଠୁ ଆଗେ ତୁମର ଆପଣାର ଲୋକ ମନେପଡିବ ।

Emotional oriya sad shayari
ସଚ୍ଚା ଭଲପାଇବା ତ ସିଏ
ଯାହାକୁ ପାଇବାର ଆଶା ନଥିବ
ହେଲେ ଅପେକ୍ଷା ଥିବ ।
ତୋ ସହ ବଞ୍ଚିବା
ଆଉ ତୋ ସହ ମରିବାର ଇଚ୍ଛା ଅଛି।
ମଲାଯାଏ ତୋର ହାତ ଛାଡିବିନି ଆଜି ମୁଁ କଥା ଦଉଛି ।
