ମଦ ଠାରୁ ମୁଁ ଦୂରେଇ ରହିବି ଦେଇଥୁଲି ଦିନେ କଥା.. ଆଜି ସେ ମଦକୁ ଆଦରି ନେଉଛି ଭୁଲେଇବା ପାଇଁ ତୁ ଦେଇଥିବା ସବୁ କଥା..
ଗୋଲାପ ଫୁଲକୁ ଭଲ ପାଉଥିଲି, କଥା, ମାଡ, ଗାଳି ସହିତ ସେହି ପ୍ରେମ ଆଜି ମଉଳି ଯାଇଛି, ମନର ଶରଧା ନାହିଁ ।
from : Odia shayari