ବିରହ ନିଆଁରେ ଜଳୁଛି ଆଜି ମୁଁ ଛାତିରେ ଛାତିଏ କୋହ,
ଆଜି ମୁଁ ଜାଣିଲି ଏହି ଦୁନିଆରେ
ନିଜର କେବଳ ଲୁହ
ଚୁପ୍ ଅଛି ତ କେବଳ ତୁମ ପାଇଁ,
ତୁମ ଖୁସି ପାଇଁ ନହେଲେ ତୁମେ
ଭାବନି କି ମତେ କଷ୍ଟ ହଉନି ।
ବେଳେବେଳେ ସବୁ ଦୁଃଖ କଷ୍ଟକୁ ଲୁଚେଇ ମୁଁ
ଭଲ ଅଛି ବୋଲି କହିବାକୁ ପଡିଥାଏ କାହିଁକିନା
ଅକୁହା ଦୁଃଖକୁ ବୁଝିବାର ଶକ୍ତି ସମସ୍ତଙ୍କ ପାଖରେ ନଥାଏ ।
from : Odia shayari